Monday, 22 September 2025

ଏହି ନୟନ ପଥରେ ସଦା ଥାଅ ହେ ଚକାଡୋଳା

ଏହି ନୟନ ପଥରେ ସଦା ଥାଅ ହେ ଚକାଡୋଳା ହେ ବ୍ରହ୍ମଦାରୁ କର୍ଣ୍ଣ ଗହ୍ୱରକୁ ଶୁଭୁଥାଉ ରାମ ନାମ ଏହି ମନ ଚିନ୍ତା କରୁଥାଉ ସଦା ପହଣ୍ଡି ବିଜୟ ରୂପ ହେ ଜଗନ୍ନାଥ ହୃଦୟ ପଦ୍ମ ପୂଜୁଥାଉ ବଂଶୀ ଶ୍ୟାମ

No comments:

Post a Comment