A flower with 4 petals
Sunday, 28 September 2025
ତୁମ୍ଭ ଚକାଡୋଳା ଅପଲକ ସବୁ ଦେଖଇ
ତୁମ୍ଭ ଚକାଡୋଳା ଅପଲକ ସବୁ ଦେଖଇ ଦଣ୍ଡିବା ଶକତି ଥାଇଣ ତୁମ୍ଭେ କ୍ଷମା ସିନ୍ଧୁ ତୁମ୍ଭ ଅଧାଗଢା ଦାରୁବ୍ରହ୍ମ ସବୁରି ହୃଦରେ ଭେଟ ପାଇଲିନି ଦିନ ସରେ କାନ୍ଦୁ କାନ୍ଦୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment