Friday, 19 September 2025

ବ୍ରହ୍ମା କି ଦେଇଥିଲେ ତୋତେ ମୋହନ ବଂଶୀ

ବ୍ରହ୍ମା କି ଦେଇଥିଲେ ତୋତେ ମୋହନ ବଂଶୀ ହେ କୃଷ୍ଣ କେବଳ ଭକ୍ତ ଚିତ୍ତ ଚୋରି କରିବାକୁ ଚିତ୍ତ ଚୋରକୁ ଶ୍ରୀରାଧା ଝୁରି ଝୁରି ଝୁରି ମଲେ ହେ ପତିତପାବନ ବଜାଅ ଥରୁଟେ ତାରିବାକୁ

No comments:

Post a Comment