A flower with 4 petals
Thursday, 18 September 2025
ମୋର ବାଡ଼ିରେ ଯଦି ଫୁଟିବ ଅଧିକ ଫୁଲ
ମୋର ବାଡ଼ିରେ ଯଦି ଫୁଟିବ ଅଧିକ ଫୁଲ ବନମାଳୀ ଗଳାକୁ ଗୁନ୍ଥିଦେବି ସୁନ୍ଦର ମାଳ ଯଦି ଗୋଟିଏ ଫୁଟିବ ପଦ୍ମ ପାଦରେ ରଖି ସଦା ଚିନ୍ତୁଥିବି ବ୍ରାହ୍ମଣ ବାମନ ପାଦ ତଳ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment