Tuesday, 23 September 2025

ଛନ୍ଦା ଚରଣରେ ନ ରହେ ମୋ ଧ୍ୟାନ

ଛନ୍ଦା ଚରଣରେ ନ ରହେ ମୋ ଧ୍ୟାନ ମନଟି ବୁଲୁଥାଏ ଆଖି କାନ ପଛରେ ଅଧାଗଢା ଅପଲକ ଠାରକୁ ଭରସା ନିତି ପାଣି ଢାଳଇ ତୁଳସୀ ଗଛରେ

No comments:

Post a Comment