Thursday, 18 September 2025

ମୁଁ କଣ କହୁଛିକି ମୋର ବାପ ଧନରେ କାହ୍ନୁରେ

ମୁଁ କଣ କହୁଛିକି ମୋର ବାପ ଧନରେ କାହ୍ନୁରେ ଯଶୋଦା ଜୀବନ ଯାଅ ନାହିଁ ଆଜି ଗୋରୁ ନେଇ ମୋ ହୃଦୟ କମଳରେ ବସାଇ ପୂଜିବି ତୋତେ ଆରେ ମୂନି ମନ ଚିତ୍ତ ଚୋରା ମନା ମାନ ତୁହି

No comments:

Post a Comment