Friday, 19 September 2025

କୃଷ୍ଣ ଲୀଳା ଆଉ ମନେ ପକାନାରେ ସଜନୀ

କୃଷ୍ଣ ଲୀଳା ଆଉ ମନେ ପକାନାରେ ସଜନୀ ମନେ ପକାଇ ଦିଅ ନାହିଁ କୃଷ୍ଣ ତ୍ରିଭଙ୍ଗ ଠାଣି ଘରର ସକଳ କାମ ପାଇଟି ବାକି ରହିଯିବ ଚିତ୍ତ ଚୋରି କରି ନ ଦେଲେ ମୁରଲୀ ପାଣୀ

No comments:

Post a Comment