A flower with 4 petals
Tuesday, 30 September 2025
ଦିବସରେ ତୁମ୍ଭେ ଦିବାକର
ଦିବସରେ ତୁମ୍ଭେ ଦିବାକର ରଜନୀରେ ତୁମ୍ଭେ ସୁଧାକର ଗରୁଡ ପୃଷ୍ଠକୁ ଚାହିଁଲେ ତୁମ୍ଭେ ଜୀବର ଘନିଷ୍ଟ ଆତ୍ମଲାଭ ଲକ୍ଷ୍ମୀ ଆଞ୍ଜୁଳିରେ ପାଦ ଶେଷ ନାଗ ଫଣା ଛାୟାରେ ଶିର ନମଃ ନମସ୍ତୁତେ ଓଁ ନମୋ ନାରାୟଣ ଶ୍ରୀହରି ପଦ୍ମନାଭ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment