Thursday, 18 September 2025

କାହ୍ଣୁରେ ତୁ ଚାଲିଗଲେ ଗୋରୁ ଚରେଇବାକୁ

କାହ୍ଣୁରେ ତୁ ଚାଲିଗଲେ ଗୋରୁ ଚରେଇବାକୁ ଏହି ରଙ୍କୁଣୀର ପ୍ରାଣ ତୋର ସାଥେ ଚାଲିଯାଏ ଘରରୁ ଦାଣ୍ଡ ଦାଣ୍ଡରୁ ଘର ହେଉଥାଏ ଶରୀର ଗୋରୁ ଗୋଠ ନେଇଯାଆନ୍ତୁ ଗୋପାଳ ପୋଏ

No comments:

Post a Comment