A flower with 4 petals
Wednesday, 24 September 2025
ଦ୍ୱାର ଦ୍ୱାର କରି ନବ ଦ୍ୱାର ଏହି ମୋହର ଦେହ
ଦ୍ୱାର ଦ୍ୱାର କରି ନବ ଦ୍ୱାର ଏହି ମୋହର ଦେହ ତନ୍ନ ତନ୍ନ ଖୋଜିଲି ନ ଭେଟିଲି କେଉଁଠି ଦେହୀ ଜଣ ଜଣ କରିଣ ଏଗାର ଜଣ ଇନ୍ଦ୍ରିୟ ଦେହରେ ଆତ୍ମାକୁ ଜଣେବି ଚିହ୍ନି କେହି ନ ପାରିଲେ କେହି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment