Tuesday, 30 September 2025

ମୋର ହୃଦୟ ପଦ୍ମରେ ବ୍ରହ୍ମଦାରୁ

ମୋହର ହୃଦୟ ପଦ୍ମରେ ଯେଉଁ ବ୍ରହ୍ମଦାରୁ ସେହି ବୃକ୍ଷ ତଳେ ପ୍ରଶାନ୍ତି ନିଳୟର ଛାଇ ବ୍ରହ୍ମଦାରୁ ମୂଳରେ ଥକା ମନ ନିଦ୍ରା ଗଲେ ଛନ୍ଦା ପାଦ ହସ୍ତରୁ ବ୍ରହ୍ମାନନ୍ଦ ପ୍ରସାଦ ପାଇ

No comments:

Post a Comment