Monday, 29 September 2025

ମରିଗଲେ ମରିବ ସିନା ଏହି ମାଟିର ଦେହ

ମରିଗଲେ ମରିବ ସିନା ଏହି ମାଟିର ଦେହ ତୁଟିଲେ ତୁଟିବ ସକଳ ମାୟା ଆଉ ମୋହ ତୁହି ମୋର ଆତ୍ମା ଏହି ସର୍ବଦା ଭାବ ଥାଉ ହେ କୃଷ୍ଣ ଏତେ ଆଉ ଆପଣାର କିଏ କହ

No comments:

Post a Comment