Thursday, 25 September 2025

ହେ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ

ହେ କୃଷ୍ଣ ହେ କୃଷ୍ଣ କୃଷ୍ଣ କୃଷ୍ଣ ହେ କୃଷ୍ଣ କୃଷ୍ଣ ଯେତେ ଶୀଘ୍ର ପାର ବଢ଼ା ଛନ୍ଦା ପାଦ ତୋର ସଂସାର ନଦୀରେ ମୋ କର୍ମ କୁମ୍ଭୀର ଧରିଛି ତ୍ରାହି କୃଷ୍ଣ ତ୍ରାହି କୃଷ୍ଣ ତ୍ରାହି କୃଷ୍ଣ ବଂଶୀଧର

No comments:

Post a Comment