Monday, 22 September 2025

ଭୃଣ ଭିତରେ ତୁମ୍ଭେ ବଟ ପତ୍ରଶୟନ ଶ୍ରୀକୃଷ୍ଣ

ଭୃଣ ଭିତରେ ତୁମ୍ଭେ ବଟ ପତ୍ରଶୟନ ଶ୍ରୀକୃଷ୍ଣ ଚାରା ମଧ୍ୟରେ ତୁମ୍ଭେଟି ବାମନ ବତାର ବ୍ରାହ୍ମଣ ବ୍ରହ୍ମଦାରୁ ଅଶ୍ୱତ୍ଥ ବୃକ୍ଷ ଉର୍ଦ୍ଧକୁ ମୂଳ ଅଧ ଶାଖା ବାହୁ ଶାଖା ଫଳ ପୁଷ୍ପ ପତ୍ର ଓଁକାର ନାରାୟଣ

No comments:

Post a Comment