A flower with 4 petals
Thursday, 18 September 2025
ପଞ୍ଚ ଭୂତରେ ଏହି ମାୟା ଶରୀର ନିର୍ମାଣ କଲୁ
ପଞ୍ଚ ଭୂତରେ ଏହି ମାୟା ଶରୀର ନିର୍ମାଣ କଲୁ ଏଗାର ଇନ୍ଦ୍ରି ନବ ଦ୍ୱାର ଦିଶେ କେବେ ଜୀବନ୍ତ ଯେତେ ଯତ୍ନ କଲେ ବି କାଳ ଉଇ ଖାଇଗଲା ତୁମ୍ଭ ଛନ୍ଦା ଚରଣରେ ଶରଣ ଦିଅ ହେ ଅନନ୍ତ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment