Thursday, 18 September 2025

କର୍ମ ଭକ୍ତି ଜ୍ଞାନରେ ମୋର ନାହିଁ ଅନୁରାଗ

କର୍ମ ଭକ୍ତି ଜ୍ଞାନରେ ମୋର ନାହିଁ ଅନୁରାଗ ଉଦୟ ନ ହେଲା ମୋର କିଞ୍ଚିତ ବୈରାଗ୍ୟ ଭଵ ରୋଗରେ ପଡିତ ହେଲା ଦେହ ମନ କେବଳ କୃଷ୍ଣ ଚରଣ ଧୂଳି ମୋ ଆରୋଗ୍ୟ

No comments:

Post a Comment