Monday, 29 September 2025

ଅନନ୍ତ କୋଟି

ଅନନ୍ତ କୋଟି ବ୍ରହ୍ମାଣ୍ଡ ଅପଲକରେ ଭେଟ ହେଲେ ସର୍ବ ଅଙ୍ଗ ପଲ୍ଲବିତ ଅନନ୍ତ ସୁଖ ମହୋଦଧି ଛନ୍ଦା ଚରଣ କରାଞ୍ଜୁଳି ସ୍ପର୍ଶରେ ଆତ୍ମା ଉଲ୍ଲାସିତ

No comments:

Post a Comment