Sunday, 21 September 2025

ଯେଉଁ କୃଷ୍ଣ ମୋର ଭିତରେ ଭାବରେ ଗାଏ

ଯେଉଁ କୃଷ୍ଣ ମୋର ଭିତରେ ଭାବରେ ଗାଏ ସେହି କୃଷ୍ଣ ତୋ ଭିତରେ ଭାବରେ ଶୁଣୁଥାଏ ଅନ୍ତରେ କୃଷ୍ଣ ବାହାରେ କୃଷ୍ଣ ସର୍ବତ୍ର ଅଛି ପୂରି ଏମନ୍ତ ସ୍ମରଣ ମାତ୍ରେ ମାୟା ଦୂରକୁ ଚାଲିଯାଏ

No comments:

Post a Comment