Saturday, 20 September 2025

ତୁମ୍ଭେ ଅଲେଖ ଏକାକ୍ଷର ଓଁକାର ସକଳ ଆକାର

ତୁମ୍ଭେ ଅଲେଖ ଏକାକ୍ଷର ଓଁକାର ସକଳ ଆକାର ତୁମ୍ଭେ ନିଳାଚଳ ଚତୁର୍ଦ୍ଧା ବ୍ରହ୍ମଦାରୁ ଦଶ ଅବତାର ମୁହିଁ ଅଶରଣ ଅସମର୍ଥ ଚଢ଼ିବାକୁ ବାଇଶି ପାହାଚ ଚାରିଧାଡିରେ ଲେଖୁଛି ମନ କଥା ଦେବେ ଉତ୍ତର

No comments:

Post a Comment