A flower with 4 petals
Sunday, 21 September 2025
କିଛି ବଢ଼େଇ ଦେବୁ କିଛି ଛଡେଇ ନେବୁ
କିଛି ବଢ଼େଇ ଦେବୁ କିଛି ଛଡେଇ ନେବୁ ଛଳରେ କେବେ କହିବୁନି ତୁହି ଅଧାଗଢା ବାଡ଼ି ବୃତ୍ତି ତୋର କର୍ମ ଭକ୍ତି ଜ୍ଞାନ ତୋର ଭଵ ସାଗର ପାରି କରିଦେବୁ କୁଳ ବୁଡ଼ା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment