Tuesday, 23 September 2025

ସତରେ କିବା ସତ ହୋଇବ ଦିବା ସ୍ବପ୍ନ ମୋର

ସତରେ କିବା ସତ ହୋଇବ ଦିବା ସ୍ବପ୍ନ ମୋର ଏହି ବେନି ଚର୍ମ ନୟନ ଭେଟିବେ ପରାଣ ମିତ କାଳି ଦଳା ଛନ୍ଦା ପାଦରେ ହୋଇବ ପୁଷ୍ପାଞ୍ଜଳି ଭକ୍ତିରସ ହୀନ ଅନାବନା ଏ ଚାରି ଧାଡି ଗୀତ

No comments:

Post a Comment