Friday, 19 September 2025

କୃଷ୍ଣ ହେ ଛନ୍ଦା ଚରଣରେ ଶରଣ ଦେଇ ଦିଅ

କୃଷ୍ଣ ହେ ଛନ୍ଦା ଚରଣରେ ଶରଣ ଦେଇ ଦିଅ ଖୋଜୁଥିଲେ ଖୋଜୁଥାଉ ଦାରୁଣ କାଳ ଯମ ଗିରୀଟେକା ମହାବାହୁ ତଳେ ଆତ୍ମା ସୁରକ୍ଷିତ ମୁଁ ନିରନ୍ତର ଭଜୁଥିବି ହରେ କୃଷ୍ଣ ହରେ ରାମ

No comments:

Post a Comment