A flower with 4 petals
Friday, 26 September 2025
କୃଷ୍ଣ କୃଷ୍ଣ ହେ ତୁମ୍ଭେ ମୋହର ଦିବସ ରଜନୀ
କୃଷ୍ଣ କୃଷ୍ଣ ହେ ତୁମ୍ଭେ ମୋହର ଦିବସ ରଜନୀ ଜାଗ୍ରତ ଶୟନ ସ୍ୱପନ ସୁଷୁପ୍ତି ସକଳ ଅନୁଭବ କୃଷ୍ଣ କୃଷ୍ଣ ହେ କେତେ ଖୋଜେ ଛନ୍ଦା ଚରଣ ଏହି ଅଭାଗାକୁ ଦର୍ଶନ ସ୍ପର୍ଶ ସମ୍ଭାଷଣ ଦୁର୍ଲଭ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment