Tuesday, 16 September 2025

କୃଷ୍ଣ କୃଷ୍ଣ କୃଷ୍ଣ ହରେ କୃଷ୍ଣ କୃଷ୍ଣ ଜପ

କୃଷ୍ଣ କୃଷ୍ଣ କୃଷ୍ଣ ହରେ କୃଷ୍ଣ କୃଷ୍ଣ ଜପ ପ୍ରାଣ ଶାରୀ ଆହାଃ ସତେ କିବା ସୁଧା ଝୁରି ଝୁରି ଝୁରି ମରେ ଶ୍ରୀରାଧା ରାଣୀ କୃଷ୍ଣ ନାମ ଶୁଣିଲେ ହରେ ତୃଷା କ୍ଷୁଦା

No comments:

Post a Comment