Friday, 19 September 2025

ଚାହଁ ଯଦି ସର୍ବସ୍ବ କାଢ଼ିନିଅ ହେ କୃଷ୍ଣ ବାସୁଦେବ

ଚାହଁ ଯଦି ସର୍ବସ୍ବ କାଢ଼ିନିଅ ହେ କୃଷ୍ଣ ବାସୁଦେବ ହେଲେ କ୍ଷଣେ ଛନ୍ଦା ଚରଣରୁ କର ନାହିଁ ଅନ୍ତର ଚାହଁ ଯଦି ଯେତେ ଦିଅ ତୁମ୍ଭେ ଯାତନା ଲାଞ୍ଚନା ତୁମ୍ଭ ଲୀଳା ସଂକୀର୍ତ୍ତନ ମୋର ସ୍ୱର୍ଗ ସୁଖ ମନ୍ତର

No comments:

Post a Comment