Wednesday, 17 September 2025

ଭଵ ନାଉରିଆରେ ତୋର ନାବ କୂଳକୁ ଆଣ

ଭଵ ନାଉରିଆରେ ତୋର ନାବ କୂଳକୁ ଆଣ ମୁହିଁ ସେହି ପଥିକ ଯାହା ଲାଗି ତୋ ଅପେକ୍ଷା ଅପଲକ ନୟନରେ କି ଚାହିଁଛୁ ହେ ଚକାଆଖି ଦେଖୁଛ କାଳ ଗୋଡ଼େଇଛି ନ କର ଉପେକ୍ଷା

No comments:

Post a Comment