Saturday, 27 September 2025

ନମଃ ନମୋ ଗରୁଡ ଆସନ ନମଃ ନମୋ ଶେଷ ନାଗ ଶୟନ

ନମଃ ନମୋ ଗରୁଡ ଆସନ ନମଃ ନମୋ ଶେଷ ନାଗ ଶୟନ ନୀଳ ମେଘ ପୀତବାସ ଘନ ଗମ୍ଭୀର ଉଦାର କୋମଳ ବଚନ ନମଃ ନମୋ ରୁକ୍ମଣୀ ହୃଦ ନମଃ ନମୋ ବୈଷ୍ଣବ ହୃଦ ମନ୍ଦାର କମ୍ଭୁ ଚକ୍ର ପଦ୍ମ ଗଦା ପାଣି ବ୍ରହ୍ମଦାରୁ ନାରାୟଣ କମଳ ନୟନ

No comments:

Post a Comment