Saturday, 20 September 2025

ଆହାଃ କେବେ ଅନ୍ତ ହେବ ମୋର ଅନନ୍ତ ଯାତ୍ରା

ଆହାଃ କେବେ ଅନ୍ତ ହେବ ମୋ ଅନନ୍ତ ଯାତ୍ରା କମଳା ସେବିତ ଅଭୟ ପାଦରେ ରଖିବି ମଥା ଆହାଃ କେବେ ନାମ ଧରି ଡାକିବେ ଅଧାଗଢା ଯେଉଁ ଅମୃତ ଡାକ ହରିବ ସକଳ ଜନ୍ମ ବ୍ୟଥା

No comments:

Post a Comment