Sunday, 28 September 2025

ଚକାଡୋଳା ହେ ତୁମ୍ଭେ ପଞ୍ଚ ଭୁତର ଦୃଢ଼ ଆଲିଙ୍ଗନ

ଚକାଡୋଳା ହେ ତୁମ୍ଭେ ପଞ୍ଚ ଭୁତର ଦୃଢ଼ ଆଲିଙ୍ଗନ ସତ୍ୟ ଧର୍ମ ଦୟା କ୍ଷମା ଶାନ୍ତି ପ୍ରେମର ଗୋଲକ ଧାମ ହେ ବ୍ରହ୍ମଦାରୁ ତୁମ୍ଭେ ସଚରାଚର ଜୀବ ହୃଦୟ ସ୍ପନ୍ଦନ ଦଶ ଅବତାର ଚାରିବେଦ ଜାନକୀ ହୃଦୟ ଶ୍ରୀରାମ

No comments:

Post a Comment