A flower with 4 petals
Thursday, 25 September 2025
ଛନ୍ଦି ବାନ୍ଧି ପକା ଏଗାର ଇନ୍ଦ୍ରିୟ
ଛନ୍ଦି ବାନ୍ଧି ପକା ଏଗାର ଇନ୍ଦ୍ରିୟ କିଳି ପକା ନବ ଦ୍ୱାର ମୋହର ପାଗଳା ମନରେ ଚିନ୍ତା କରନା କାହାର ମନ୍ଦ ହୃଦୟ ପଦ୍ମରେ ଅନନ୍ତ ଶୟନ ଅପଲକ ଚକାଡୋଳା ଅଖିଳ ବ୍ରହ୍ମାଣ୍ଡ ଜନନୀ କମଳା ସେବୁଛନ୍ତି ପଦ୍ମ ପାଦ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment