Sunday, 21 September 2025

ତୁହି କୋୖସ୍ତଭ ମଣି କୋୖସ୍ତଭ ମଣି ଜ୍ୟୋତି

ତୁହି କୋୖସ୍ତଭ ମଣି କୋୖସ୍ତଭ ମଣି ଜ୍ୟୋତି ଗୋବିନ୍ଦ ଉଦାର ବକ୍ଷ ଶୋଭା ମୁହିଁ ଦର୍ଶକ ତୁହି ମୋହନ ବଂଶୀ ମୋହନ ବଂଶୀ ଧ୍ୱନୀ ବାଳ ଗୋପାଳ ମଧୁର ରୂପ ମୁହିଁ ଭାବୁକ

No comments:

Post a Comment