Tuesday, 23 September 2025

ଏହି ଶରୀର ନିଶ୍ଚୟ ତୋତେ ଛାଡ଼ିଯିବ କର୍ମ ଫଳରେ

ଏହି ଶରୀର ନିଶ୍ଚୟ ତୋତେ ଛାଡ଼ିଯିବ କର୍ମ ଫଳରେ ବାଇଆ ମନ ପାଗଳା ମନ ଏଡ଼େ କିଆଁ ଲଗାଉ ଭାଵ ଓଲଟ ଅଶ୍ୱତ୍ଥ ବୃକ୍ଷ ମୂଳରେ ଲୟ ଲଗା ଛନ୍ଦା ଚରଣ ହୃଦୟ ପଦ୍ମରେ ଭେଟିବୁ ଆତ୍ମା ବଂଶୀଧର ବାସୁଦେବ

No comments:

Post a Comment