Friday, 26 September 2025

କିଏ ସମ୍ବୋଧେ ତୁମ୍ଭଙ୍କୁ ଦେବତା ବୋଲି

କିଏ ସମ୍ବୋଧେ ତୁମ୍ଭଙ୍କୁ ଦେବତା ବୋଲି ଚକାଡୋଳା ତୁମ୍ଭେ ମୋହର ଆତ୍ମାବନ୍ଧୁ ଛନ୍ଦା ଚରଣ ସ୍ପର୍ଶ ପାଇଥିଲେ ତରିଯାନ୍ତି ଅପଲକ ଉଦାର ଦିନ ସରେ କାନ୍ଦୁ କାନ୍ଦୁ

No comments:

Post a Comment