Wednesday, 17 September 2025

ଭଵ ନାଉରିଆରେ ତୋର ନାବ କୂଳକୁ ଆଣ

ଏହି ମନୁଷ୍ୟ କଳେବର ଅତିବ ଦୁର୍ଲଭ ଅନନ୍ତ ବାସୁଦେବ ଭେଟ କରାଏ ସୁଲଭ ନିଷ୍କାମ କର୍ମ ଏକାନ୍ତ ଭକ୍ତି ନିର୍ମଳ ଜ୍ଞାନେ ସଦା ହୃଦୟ ପଦ୍ମରେ ଚିନ୍ତ ଲକ୍ଷ୍ମୀ ବଲଭ

No comments:

Post a Comment