Wednesday, 17 September 2025

ଶ୍ରୋତା ବକ୍ତା ଉଭୟ ଉଭୟ ତରି ଯାଆନ୍ତି

ଶ୍ରୋତା ବକ୍ତା ଉଭୟ ଉଭୟ ତରି ଯାଆନ୍ତି କୃଷ୍ଣ କେଶବ ଲୀଳା କୀର୍ତ୍ତନ ମହିମା ଅନନ୍ତ ସୁମତି କହେ ଚକାଡୋଳାର ଅଛି ଛନ୍ଦାପାଦ ଗୋବିନ୍ଦ କୃପାରେ ଲାଭ କରନ୍ତି ଭାଗ୍ୟବନ୍ତ

No comments:

Post a Comment