Wednesday, 24 September 2025

ଚକାଡୋଳାଙ୍କୁ ଦେବତା ବୋଲି ଭାବି ପୂଜିଲି

ଚକାଡୋଳାଙ୍କୁ ଦେବତା ବୋଲି ଭାବି ପୂଜିଲି କେବଳ ସ୍ୱପ୍ନରେ ପାଇଲି ତାଙ୍କ ଦର୍ଶନ କିଞ୍ଚିତ ବୈଷ୍ଣବ ଠାବ କଲେ ତାଙ୍କୁ ନବଧା ଭକ୍ତିରେ ସାଧି ନ ପାରିଲି ଚାଖି ନ ପାରିଲି ପାଦ ଅମୃତ

No comments:

Post a Comment