Friday, 5 September 2025

ଆହାଃ କାହିଁ କାହିଁ ଗଲେ ସେ ମୁରଲୀ ଫୁଙ୍କା

ଆହାଃ କାହିଁ କାହିଁ ଗଲେ ସେ ମୁରଲୀ ଫୁଙ୍କା ଜରା ଜୀର୍ଣ୍ଣ ଶରୀର ପିଠି ଅଣ୍ଟା ହେଲା ବଙ୍କା କୃଷ୍ଣ ଛନ୍ଦା ଚରଣରେ ଥରୁଟେ ଲୋଟିଥାନ୍ତି ଅଶୁଭ କାଳ ପେଚା ଘନ ଘନ ପକାଏ ଡକା

No comments:

Post a Comment