Sunday, 7 September 2025

ହେ ଚକାଡୋଳା ତୁମ୍ଭ ଦୁଇ ନୟନ ରବି ସୁଧାକର

ହେ ଚକାଡୋଳା ତୁମ୍ଭ ଦୁଇ ନୟନ ରବି ସୁଧାକର ଅଶରଣ ଶରଣ ସକଳ ଜୀବଙ୍କ ଲାଗି ଶାନ୍ତାକାର ଦର୍ଶନ କରି ନ ପାରି ଫେରି ଯାଉଅଛି ଲକ୍ଷ୍ମୀ ହୃଦ ହେ ପତିତପାବନ ମୋତେ ଜଞ୍ଜାଳ ମୋ ବିକାର

No comments:

Post a Comment