Sunday, 7 September 2025

ବିଷ୍ଣୁଙ୍କ ଲୀଳା କୀର୍ତ୍ତନ

ବିଷ୍ଣୁଙ୍କ ଲୀଳା କୀର୍ତ୍ତନ କର୍ଣ୍ଣକୁ ସୁଧା ବିଷ୍ଣୁଙ୍କ ସହସ୍ରନାମ ହରେ ଭଵ ବାଧା ବିଷ୍ଣୁ ପତ୍ନୀ କମଳା ବ୍ରହ୍ମାଣ୍ଡର ଜନନୀ ତେଜି ମାଆଙ୍କୁ ଜଗନ୍ନାଥ ଗଢା ଅଧା

No comments:

Post a Comment