Monday, 8 September 2025

ଆହାଃ କିଏ ସେ ନାମ ଦେଲା କୃଷ୍ଣ ବୋଲି

ଆହାଃ କିଏ ସେ ନାମ ଦେଲା କୃଷ୍ଣ ବୋଲି ଆହାଃ କିଏ ସେହି ନାମ ଦେଲା ରାମ ରାମ ରାମ କୃଷ୍ଣ ଦୁଇ ନାମରେ ହୃଦ ପୂର୍ଣ୍ଣ ହେଲା ଆଉ ସ୍ଥାନ ନାହିଁ ରଖିବାକୁ ଧର୍ମ ଅର୍ଥ କାମ

No comments:

Post a Comment