A flower with 4 petals
Saturday, 6 September 2025
ଶ୍ରୀରାଧା ପ୍ରେମ କୃଷ୍ଣଙ୍କୁ ଖୋଜୁ ଖୋଜୁ ଶିବ ମନ୍ଦିରରେ
ଶ୍ରୀରାଧା ପ୍ରେମ କୃଷ୍ଣଙ୍କୁ ଖୋଜୁ ଖୋଜୁ ଶିବ ମନ୍ଦିରରେ ଆପଣା ପରିଚୟ ଖୋଜୁ ଖୋଜୁ ଶ୍ରୀମଦ ଭାଗବତରେ ଛନ୍ଦା ଚରଣ ଖୋଜୁ ଖୋଜୁ ପହଞ୍ଚିଲି କମଳାଳୟରେ ହେ ଅପଲକ ଚକାଡୋଳା ତୁମ୍ଭେ ଅମୃତସିନ୍ଧୁ ସତରେ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment