Thursday, 4 September 2025

ଦେହ ସମ୍ପତ୍ତି ଜୀବନ ସର୍ବସ୍ବ କାଳ ହରିନେବ

ଦେହ ସମ୍ପତ୍ତି ଜୀବନ ସର୍ବସ୍ବ କାଳ ହରିନେବ ଜନ୍ମ ମୃତ୍ୟୁ ଚକ୍ରରେ ଆତ୍ମାକୁ ବାନ୍ଧିଦେବ ଭିଡି ହରି ନାମ ସଙ୍କୀର୍ତ୍ତନ ଚକାଆଖି ସମ ଗଭୀର ଚିତ୍ତ ବୁଡ଼ିଯା ବୈଷ୍ଣବ ଭାବି ଯମ ଦେବ ଛାଡି

No comments:

Post a Comment