Saturday, 6 September 2025

ମୋ ବୟସ ଗୋଟିଏ କଣା ମାଠିଆ

ମୋ ବୟସ ଗୋଟିଏ କଣା ମାଠିଆ ଅଧାରୁ ଅଧିକ ହୋଇଗଲାଣି ଖାଲି ଆଖି ନ ଜାଣେ ଆତ୍ମା ଦେହ ଫରକ ଦୁଇ ଆଖିରେ ଲାଗିଛି ମାୟା ଜାଲି

No comments:

Post a Comment