Sunday, 7 September 2025

ସକଳ ବିପଦ ସମୟରେ ଅତି ପାଖରେ ରହି

ସକଳ ବିପଦ ସମୟରେ ଅତି ପାଖରେ ରହି ସମ୍ପଦ ସମୟରେ କୁଆଡେ ଗଲ ହେ ଶ୍ରୀପତି ସର୍ବଦା ଚିତ୍ତ ସ୍ମରେ ଶ୍ୟାମ ସୁନ୍ଦର ଛନ୍ଦା ପାଦ ସର୍ବସ୍ବ ଚୋର ତ୍ରିଭଙ୍ଗ ଠାଣିରେ ସୁସ୍ଥିର ମତି

No comments:

Post a Comment