A flower with 4 petals
Wednesday, 3 September 2025
କାଣିଚାଏ କାଣିଚାଏ ପାଦ ଧୂଳି ଦେଉଥିବୁ କମଳା
କାଣିଚାଏ କାଣିଚାଏ ପାଦ ଧୂଳି ଦେଉଥିବୁ କମଳା ମଧୁମକ୍ଷି ସମ ହୃଦରେ ସଞ୍ଚି ମହୁ ଫେଣ କରିଦେବି ଅନେକ ଯୋନିରେ ଭ୍ରମି ଭ୍ରମି ମୁହିଁ ପଥ ବଣା ମାଆ ବୈଷ୍ଣବମାନଙ୍କୁ ବାଣ୍ଟି ଛନ୍ଦା ପାଦରେ ଆଶ୍ରୟ ନେବି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment