Sunday, 7 September 2025

ମୋ

ମୋ ମଣିମାଙ୍କର ଦେହ ସୁଗନ୍ଧ ତୁଳସୀ ତୁଳସୀ ରାଣିମାଙ୍କ ଦେହ ସୁଗନ୍ଧ ସଦ୍ୟ ପ୍ରସ୍ଫୁଟିତ କମଳ ଉଭୟଙ୍କର ମୁଖ ମଣ୍ଡଳ ଶୋଭା ପୂର୍ଣ୍ଣିମାର ଚନ୍ଦ୍ର ଦେହ ଏକ ଆତ୍ମା ଏକ ହୃଦୟ ଶ୍ରୀପତି କୋମଳ

No comments:

Post a Comment