Monday, 8 September 2025

ବିଷ୍ଣୁ ପାଟରାଣୀ ଲକ୍ଷ୍ମୀ କମଳ

ବିଷ୍ଣୁ ପାଟରାଣୀ ଲକ୍ଷ୍ମୀ କମଳ କୋମଳ ସମ ହୃଦୟ ଶ୍ରୀବତ୍ସ ପାଦ ଅଙ୍କିତ ବିଶାଳ ହୃଦୟ ମହା ନାରାୟଣ ଅରୁଣ ସ୍ତମ୍ବ ପାଖରୁ ମୁଁ ବେନି ବାହୁ ଉର୍ଦ୍ଧ୍ୱକୁ ତୋଳିଅଛି ଭକ୍ତି ଆଞ୍ଜୁଳିରେ ପ୍ରେମ ପୁଷ୍ପ ଘେନ ହେ ଛନ୍ଦା ଚରଣ

No comments:

Post a Comment