A flower with 4 petals
Sunday, 7 September 2025
ଅଶେଷ କଲ୍ୟାଣ ତୁମ୍ଭ ଦର୍ଶନ ଆହେ ମହାବାହୁ ଚକାଆଖି
ଅଶେଷ କଲ୍ୟାଣ ତୁମ୍ଭ ଦର୍ଶନ ଆହେ ମହାବାହୁ ଚକାଆଖି ଅତି ମଧୁର ଅସରନ୍ତି ସୁଖ ବନମାଳୀ ମୋହନ ବଂଶୀ ଧ୍ୱନୀ ବିଷ୍ଣୁ ମୋହିନୀ ହସ୍ତ ସୁଧା ତୁମ୍ଭ ଛନ୍ଦା ଚରଣ ହେ ବ୍ରହ୍ମଦାରୁ ଅତି ବିଭୋର ଏ ପତିତ ଚିତ୍ତ ଭ୍ରମର ଚୁମେ ହୋଇ ତୁନୀ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment