Sunday, 7 September 2025

ଯେତେ ପଢ଼ିଲି ସେତେ ଦ୍ଵନ୍ଦ ଦ୍ଵିବିଧା

ଯେତେ ପଢ଼ିଲି ସେତେ ଦ୍ଵନ୍ଦ ଦ୍ଵିବିଧା ଯେତେ ଭ୍ରମିଲି ସେତେ ହେଲି ବଣା ହୃଦ ପଦ୍ମରେ ଆତ୍ମା ସେବନ୍ତି କମଳା ଅନନ୍ତ ବାସୁକୀ ଢାଙ୍କିଛି ସାତ ଫେଣା

No comments:

Post a Comment