Wednesday, 1 October 2025

ସଂସାରରେ ଯେତେ ପ୍ରକାର ଜୀବ

ସଂସାରରେ ଯେତେ ପ୍ରକାର ଜୀବ ଅଛନ୍ତି ମାଆ ଗୋ ଲାଗିଛି ତୋ ସନ୍ତାନ ମୋହର ସଭିଁଙ୍କ ତ୍ୟାଗରେ ଏହି ମୋ ଜୀବନ ପୁଷ୍ଟି କେବେ ଋଣ ସୁଝି ନ ପାରିବି ମା ତୋହର

No comments:

Post a Comment